Chapter 1 Sadness of Arjuna

ଉପକ୍ରମଣିକା ଅର୍ଜୁନ ଜଣେ ମାନବ. ତାଙ୍କ ପରିପାର୍ଶ୍ଵିକ ପରିସ୍ଥିତି ଯୋଉ ଯୁଦ୍ଧର ବିଭୀଷିକା ନେଇ ଆସିଲା ତାକୁ ନେଇ ସେ ବିଷାଦଗ୍ରସ୍ତ ହେଲେ. ଏହି ପରିସ୍ଥିତି ଆମ ସମସ୍ତଙ୍କର ନୁହେ କି? ଆମେ ଆମର ପରିବେଶ ଓ ପରିସ୍ଥିତି କୁ ନେଇ ବିଭିନ୍ନ ଚିନ୍ତା ଓ ସଂଘର୍ଷ ମଧ୍ୟରେ ନାହୁଁ କି? ଏଇ ସବୁ ମାନସିକ […]

Read more →